ପୁଅର ଟାଙ୍ଗିଆ ଚୋଟରେ ଉଭୟ ବାପା, ମା’ଙ୍କ ମୃତ
କେନ୍ଦୁଝର ଚମ୍ପୁଆ ବ୍ଲକ ବସିରା ଗାଁରେ ଅଘଟଣ । ବାପା ମାଆଙ୍କୁ ହାଣିଲା ପୁଅ । ପୁଅର ଟାଙ୍ଗିଆ ଚୋଟରେ ଉଭୟ ବାପା, ମାଆଙ୍କ ମୃତ୍ୟୁ । ହତ୍ୟାକାରୀ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ଧ୍ୟାନଙ୍କ ବାପା ଗୋରା ମୁଣ୍ଡା ଘର ଆଗରେ…