ନିର୍ବାଚନ ପୂର୍ବରୁ ପାକିସ୍ତାନରେ ବିସ୍ଫୋରଣ; ୨୬ ମୃତ
ଆସନ୍ତାକାଲି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏପଟେ ନିର୍ବାଚନ ପୂର୍ବରୁ ବାଲୁଚିସ୍ତାନରେ ଦୁଇଟି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ପ୍ରାୟ ୨୬ ଜଣ ପ୍ରାଣ ହରାଇଥିବା ବେଳେ ଆହତ ହୋଇଛନ୍ତି ଅନେକ ଲୋକ। ପ୍ରଥମ ବିସ୍ଫୋରଣଟି ପିଶିନ ଜିଲ୍ଲାର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଘଟିଛି।…