ଅଧିକ ଗୋଲମରିଚର ବ୍ୟବହାର ଆଣିବ ବଡ଼ ବିପଦ
ଗୋଲମରିଚ ଏହାର ରାଗୁଆ ସ୍ୱାଦ ପାଇଁ ଜଣାଶୁଣା ଏବଂ ଦୁନିଆରେ ତିଆରି କରାଯାଉଥିବା ଅନେକ ଖାଦ୍ୟରେ ବ୍ୟବହୃତ ହୁଏ । ଏହା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ଆଣିଥାଏ । କିନ୍ତୁ କ'ଣ ଆପଣ ଜାଣନ୍ତି କି ଅତ୍ୟଧିକ ଗୋଲମରିଚ ସେବନ କରିବା ମଧ୍ୟ ଆପଣଙ୍କ…