Browsing Tag

Bjym will protest

ଆସନ୍ତା ୭ରେ ବିଧାନସଭା ଘେରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ବେରୋଜଗାରୀ ହେବ ମୁଖ୍ୟ ପ୍ରସଙ୍ଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢୁଥିବା ବେରୋଜଗାରୀକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଏହି ମୋର୍ଚ୍ଚାର ନେତୃତ୍ୱ ନେବେ ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷା ସାସଂଦ ପୁନମ ମହାଜନ । ରାଜ୍ୟ ଯୁବ ମୋର୍ଚ୍ଚାର…