Browsing Tag

BJP will fight alone in the state: Manmohan Samal

ରାଜ୍ୟରେ ବିଜେପି ଏକାକୀ ଲଢିବ: ମନମୋହନ ସାମଲ

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ନେଇ ଦ୍ବନ୍ଦ୍ବ ଚାଲିଥିବା ବେଳେ ଏଥିରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ମନମୋହନ ସ୍ପଷ୍ଟ କରିଛନ୍ତି । ଏ ନେଇ 'ଏକ୍ସ' ଜରିଆରେ ବିଜେପି ରାଜ୍ୟ ସଭାପତି ମନମୋହନ…