ପଶ୍ଚିମବଙ୍ଗରେ ପୋଲିସ-ବିଜେପି କର୍ମୀଙ୍କ ମୁଁହାମୁହିଁ
ପଶ୍ଚିମବଙ୍ଗରେ ପୋଲିସ ଏବଂ ବିଜେପି କର୍ମୀଙ୍କ ମୁଁହାମୁହିଁ । କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜେପି କର୍ମୀଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଏବଂ ପାଣି ମାଡ କରିଛି ପୋଲିସ । ପଶ୍ଚିମବଙ୍ଗ ପୋଲିସ ଜାଣିଶୁଣି ବିଜେପି ନେତା ଏବଂ କର୍ମୀଙ୍କୁ ଗିରଫ…