ଅର୍ଚ୍ଚନା ନାଗ ମାମଲାର ସିବିଆଇ ତଦନ୍ତ ଦାବି କଲା ବିଜେପି
ପୁଣି ଥରେ ଜାମିନ ଆବେଦନ କରିବେ ଅର୍ଚ୍ଚନା ନାଗ୍ । ଆଜି ଭିଡିଓ କନଫରେନ୍ସିଂରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ଓକିଲ କହିଛନ୍ତି ନିର୍ଦ୍ଦୋଷ ପ୍ରମାଣ ପାଇଁ ତାଙ୍କ ପାଖରେ ସମସ୍ତ ତଥ୍ୟ ରହିଛି । ଅନ୍ୟପଟେ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।
ଲେଡି…