୩ ରାଜ୍ୟରେ ବିଜେପି ଆଗରେ, ତେଲେଙ୍ଗାନାରେ ଆଗରେ କଂଗ୍ରେସ
ଗତ ମାସରେ ତେଲେଙ୍ଗାନା, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ବିଧାନସଭା ନିର୍ବାଚନ ହୋଇଥିଲା। ମିଜୋରାମକୁ ଛାଡ଼ି ଆଜି ଅନ୍ୟ ଚାରିଟି ରାଜ୍ୟରେ ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି। ଭୋଟ୍ ଗଣତିର ସାଢ଼େ ୩ ଘଣ୍ଟା ପରେ ଆସିଥିବା ସୂଚନା ଅନୁଯାୟୀ ବିଜେପି ୩ଟି…