ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ଏଭଳି ଭାବେ କଡା ସମାଲୋଚନା କଲା ବିଜେଡି
ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଜେଡି ସର୍ବଦା ମହିଳାଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛି। ଯଦି ବିଜେପି ମହିଳାଙ୍କ ବିକାଶ ଚାହୁଁଛି, ତା ହେଲେ ସଂସଦରେ ବିଜେପିର ସାଂସଦମାନେ ମହିଳା…