Browsing Tag

Bjd mp meeting finished

ସରିଲା ବିଜେଡିର ସଂସଦୀୟ ଦଳ ବୈଠକ, ସଂସଦରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ହେବ ମୂଳ ପ୍ରସଙ୍ଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବୀନ ନିବାସରେ ବିଜେଡି ସାଂସଦୀୟ ଦଳ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ନବ ନିର୍ବାଚିତଙ୍କୁ ଶୁଭେଚ୍ଛା ଜଣାାଇଥିଲେ । ଏହାପରେ ନବୀନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନବ ନିର୍ବାଚିତ ଏମ୍‌ପିମାନଙ୍କ ସହ ନବୀନ ଆଲୋଚନା କରିବା ସହ…