ମମିତାଙ୍କୁ ନ୍ୟାୟ ନୁହେଁ ରାଜନୈତିକ ଫାଇଦା ଚାହୁଁଛି ବିଜେପି: ପ୍ରତାପ ଦେବ
ଭୁବନେଶ୍ୱର: ମମିତା ନ୍ୟାୟ ପାଉ ବୋଲି ବିଜେପି ଚାହୁଁନି । କେବଳ ରାଜନୀତି ପାଇଁ ପ୍ରହସନ କରୁଛି, ରାଜନୈତିକ ଷଡ଼ଯନ୍ତ୍ର କରୁଛି । ଦିବଙ୍ଗତ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ପାଇଁ ଲଢ଼ୁଛନ୍ତି । ଯେଉଁଭଳି କଟ ଆଉଟ୍ ଲଗାଇ ଚିତ୍ରଣ କରିଥିଲେ । ତାହା ନାରୀ ସମାଜ ପାଇଁ ନିନ୍ଦନୀୟ କଥା । ବିଜେପିରେ…