ବିଜେଡି ସରକାର ମାଗଣା ବିଜୁଳି ଦେବ: ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ଜନସଭାକୁ ସମ୍ବୋଧନ କଲେ ନବୀନ। ଏହାସହ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ପଚାରି ବୁଝିଲେ। କେନ୍ଦ୍ରାପଡ଼ା ଜନସଭାରେ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଭଲ କି…