ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ବିଜେଡି ଜାରି କଲା ଦ୍ଵିତୀୟ ପର୍ଯ୍ୟାୟରେ ୨୭ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା । ଏହା ସହ ଲୋକସଭାର ତୃତୀୟ ପର୍ଯ୍ୟାୟରେ ୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦଳ ୭୨ଟି ସିଟ୍ ରେ ପ୍ରାର୍ଥୀ ଘୋଷଣା କରିଥିଲା। ଏବେ ୨୭କୁ ମିଶାଇ ଏ ପର୍ଯ୍ୟନ୍ତ…