ଦୃଷ୍ଟିବାଧିତଙ୍କ ସହ ଜନ୍ମଦିନ ପାଳିଲେ ବିଧାୟକ ପ୍ରଣବ ବଳବନ୍ତରାୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଆରା ଢଙ୍ଗରେ ଜନ୍ମଦିନ ପାଳିଛନ୍ତି ବିଧାୟକ । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ(ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉତ୍କଳ ଦୃଷ୍ଟିହୀନ ସଂଘର ସଦସ୍ୟମାନଙ୍କ ଗହଣରେ ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହି…