ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ:ସୌମ୍ୟ
ସମ୍ପାଦକୀୟ ଲେଖିବାକୁ ଯଦି ଇଚ୍ଛା ତେବେ ଦଳ ଛାଡିଦିଅନ୍ତୁ ବୋଲି ପ୍ରତାପ ଦେବ କହିବା ପରେ ଏହାର ଜବାବ ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟ କହିଛନ୍ତି, ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେନି ଯେ, ମୁଁ ଦଳରେ ରହିବି କି ସମ୍ପାଦକ ରହିବି । ସେ ରାଜା ଘର ଲୋକ ସେ ସମସ୍ତଙ୍କୁ ପ୍ରଜା…