Browsing Tag

Bhubaneswar

ପ୍ରିୟଙ୍କା ହତ୍ୟାର ରହସ୍ୟ ଖୋଲିବ ପୋଲିସ, ଅଭିଯୁକ୍ତ ଜଗନ୍ନାଥ ସୁସ୍ଥ ହେବାକୁ କରିଛି ଅପେକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଥିବା ପ୍ରିୟଙ୍କା ହତ୍ୟାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଜଗନ୍ନାଥ ସୁସ୍ଥ ହେବାକୁ କରିଛି ଅପେକ୍ଷା । କାହିଁକି ନା କେଉଁ କାରଣ ପାଇଁ ସେ ପ୍ରିୟଙ୍କାକୁ ହତ୍ୟା କରିଛି ଏହାର ଖୁଲାସା ଅଭିଯୁକ୍ତର ବୟାନରୁ…

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ…

କଟକଣା କୋହଳ ପରେ ନାହିଁ ନଥିବା ଭିଡ଼, ସିଲ୍ ହେଲା ବିଶାଲ ମେଗା ମାର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଜୁଲାଇ ମାସର ଲକଡ଼ାଉନ୍ ପ୍ରକ୍ରିୟା। ଫଳରେ ଆଜି ରାସ୍ତାଘାଟରେ ନାହିଁ ନଥିବା ଭିଡ଼ ଜମିଛି। ସରକାର ଲକଡାଉନ୍ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି, ହେଲେ ଅଳ୍ପ କିଛି ଦୋକାନ…

ମାଷ୍ଟର କ୍ୟାଂଟିନ ଛକର ଯୋଦ୍ଧା ଘୋଡ଼ା ରହୁ, ରାସ୍ତା ବି ନିର୍ମାଣ ହେଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକର ଏକ ସ୍ୱତନ୍ତ୍ର ପରିଚୟ । ଏହାକୁ ରାଜଭବନ ଛକକୁ ସ୍ଥାନାନ୍ତର କରିବା ନେଇ ସଂସ୍କୃତି ବିଭାଗ,ବିଡ଼ିଏ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ଘୋର ବିରୋଧ ଆରମ୍ଭ ହୋଇଛି । ବିଭିନ୍ନ ରାଜନେତା, ବିଶିଷ୍ଠ…

ରାଜଧାନୀରେ ପୁଣି ରକ୍ତର ଛିଟା: ରାଜମହଲ ଛକରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀର ରେ ପୁଣି ହତ୍ୟା। ଭୁବନେଶ୍ୱର ସ୍ଥିତ ଶିଶୁଭବନରୁ ରାଜମହଲ ଯିବା ରାସ୍ତାରେ ଜଣେ ଯୁବକଙ୍କୁ ପଥର ରେ ଛେଚି ହତ୍ୟା କରାଯାଇଛି। ସୂଚନାଯୋଗ୍ୟ, ଦୁଇ ଜଣଙ୍କ ମଧ୍ୟରେ କିଛି କଳହ ଥିବାବେଳେ ମୃତ ଯୁବକ ଏବଂ ହତ୍ୟାକାରୀ ଯୁବକ ଦ୍ୱୟ ଶ୍ରମିକ । କୈଣସି କାରଣରୁ…

ଆସନ୍ତାକାଲିଠାରୁ ଖୋଲିବ ପାସପୋର୍ଟ ସେବା କେନ୍ଦ୍ର, ଦୈନିକ ଗ୍ରହଣ କରାଯିବ ୬୦ଟି ଆବେଦନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କେନ୍ଦ୍ର ଅଧୀନ ପାସପୋର୍ଟ ସେବାକେନ୍ଦ୍ର ଆସନ୍ତାକାଲିଠାରୁ ଖୋଲିବ । ଆବେଦନକାରୀମାନେ ଏହି କେନ୍ଦ୍ରରେ କିମ୍ବା ଅନଲାଇନରେ ଆବେଦନ କରିପାରିବେ । ବିଦେଶରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ଆବେଦନକାରୀଙ୍କୁ ଅଗ୍ରାଧିକାର ଦିଆଯିବ…

ରାଜଧାନୀରେ ୧୯୧ କରୋନାରେ ସଂକ୍ରମିତ, ୬୬ ସୁସ୍ଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ୧୯୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୫ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪୬ଜଣ ରହିଛନ୍ତି। ଅନ୍ୟପଟେ ୬୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।…

୪୨ ନମ୍ବର ୱାର୍ଡ ୪ଟି ରାସ୍ତାର ହେବ ପୁନରୁଦ୍ଧାର, ଶିଳାନ୍ୟାସ କଲେ ବିଧାୟକ ଅନନ୍ତ ନାରାୟଣ ଜେନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ୪୨ ନମ୍ବର ୱାର୍ଡର ୪ଟି ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଶିଳାନ୍ୟାସ ହୋଇଛି । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହାର ଶିଳାନ୍ୟାସ କରିଥିଲେ । ୩୫ ଲକ୍ଷ ବ୍ୟୟରେ ଏହି ୪ଟି ରାସ୍ତାର ପୁନରୁଦ୍ଧାର କରାଯିବ । ଏହି…

ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ ଜାଲ କାଗଜପତ୍ର ମାଧ୍ୟମରେ ଜମି ଅକ୍ତିଆର କରିଥିବା ଅଭିଯୋଗ ଆଣିଲେ ବାସନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାଲ କାଗଜପତ୍ର ମାଧ୍ୟମରେ ବଳପୂର୍ବକ ଅନ୍ୟର ଜମିକୁ ମାଡି ବସିଛନ୍ତି ଜଣେ ଲୋକ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ । ସେ ଏବେ ସାଜିଛନ୍ତି ଜମି ମାଫିଆ । ପୋଲିସ ମଧ୍ୟ ସେମାନଙ୍କୁ ସହଯୋଗ କରୁଛି ବୋଲି ବାସନ୍ତି ବାଇ ଅଭିଯୋଗ କରିଛନ୍ତି। ସୂଚନା…

ମନ୍ଦିର ପରିସରରେ ଅନୈତିକ ସମ୍ପର୍କ ରଖି ମେଘେଶ୍ୱର ମନ୍ଦିର ମୁଖ୍ୟ ପୂଜକ ଗିରଫ, ଭିଡ଼ିଓ ଭାଇରଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନ୍ଦିର ପରିସରରେ ମହିଳାଙ୍କ ସହ ସମ୍ପର୍କ ରଖିବା ସହ ଭିଡିଓ ନିଜେ ଭାଇରାଲ କରିବା ଘଟଣାରେ ଭୁବନେଶ୍ବର ମେଘେଶ୍ୱର ମନ୍ଦିର ମୁଖ୍ୟ ପୂଜକ ଗଂଗାଧର ମିଶ୍ର ଗିରଫ । ସୂଚନା ଅନୁଯାୟୀ, ଆଜି ବଡଗଡ ଥାନା ପୋଲିସ ଗଂଗାଧରଙ୍କୁ କୋର୍ଟଚାଲାଣ କରିଛି । କିଛି ଦିନ ତଳେ…