ଭୁବନେଶ୍ୱରରେ ସନ୍ଧ୍ୟା ୭ଟାରୁ ସକାଳ ୭ ଜାରି ହେଲା କର୍ଫ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱରରେ ରାତ୍ରୀକାଳିନ କର୍ଫ୍ୟୁ ଜାରି କରାଯାଇଛି। ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମଙ୍ଗଳବାର ରାତିରୁ ସାରା ସହରରେ ୧୪୪ ଧାରା ବା କର୍ଫ୍ୟୁ ଜାରି କରିଛି । ବିନା କାରଣରେ ଘରୁ ବାହାରିଲେ ପୁଲିସ ଆଇନଗତ…