Browsing Tag

Best wishes for Durga puja

ସନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନାଙ୍କ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମଗ୍ର ଓଡ଼ିଶା ବାସୀଙ୍କୁ ହାର୍ଦ୍ଦିକ…

ସନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ବାତ୍ୟା, ବନ୍ୟା ପୀଡିତ ଓ ମୁତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କର ଅବସ୍ଥାରେ ଶୀଘ୍ର ଉର୍ଣ୍ଣତ୍ତି ହେବାକୁ ମା' ଙ୍କ ପାଖରେ ନିବେଦନ କରିଛନ୍ତି।

ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମଗ୍ର ଓଡ଼ିଶା ବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ

ବିଧାୟକ ପ୍ରଣବ ପ୍ରକାଶ ଦାସ ଗଞ୍ଜାମ,ଗଜପତି ଓ ରାୟଗଡା ଜିଲ୍ଲା ବାତ୍ୟା, ବନ୍ୟା ପୀଡିତ ଓ ମୁତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ଅବସ୍ଥାରେ ଶୀଘ୍ର ଉର୍ଣ୍ଣତ୍ତି ହେବାକୁ ମା'ଙ୍କ ପାଖରେ ନିବେଦନ କରିଛନ୍ତି।