କଖାରୁ ଫୁଲରେ ରହିଛି ଅନେକ ଔଷଧୀୟ ଗୁଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଖାରୁ ଫୁଲ ଆମ ଓଡ଼ିଆମାନଙ୍କର ଏକ ପ୍ରିୟ ଖାଦ୍ୟ। ଏହାର ସ୍ୱାଦ ଯେମିତି ଟେଷ୍ଟି, ଏହା ଦେହ ପାଇଁ ବି ସେମିତି ହେଲଦି। କଖାରୁ ଭଳି ଏହାର ଫୁଲ ମଧ୍ୟ ଶରୀର ପାଇଁ ବେଶ୍ ହିତକାରକ। ଏହାର ଫୁଲକୁ ପିଠଉ ଆକାରରେ ଖିଆଯାଏ। ତେବେ ଆସନ୍ତୁ ଜାଣିବା କଖାରୁ ଫୁଲ ଖାଇବାର…