Browsing Tag

Baripada postmaster

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟମାଷ୍ଟର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାରିପଦା ମୁଖ୍ୟ ଡାକଘରର ଅତିରିକ୍ତ ପୋଷ୍ଟମାଷ୍ଟର ମନୋଜ କୁମାର ମହାନ୍ତ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି। ବିଲ୍ ପାସ କରାଇଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କୁ ଲାଞ୍ଚ ମାଗିଥିଲେ। ଶ୍ରୀ ମାଝି ଏ ନେଇ ସିବିଆଇର ଦ୍ୱାରସ୍ଥ…