ନିର୍ବାହୀଯନ୍ତ୍ରୀଙ୍କୁ ଚପଲରେ ମାରି ଥାନାରେ ଅଟକ ବିଜେପି ବିଧାୟକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାରିପଦା ଆଇଟିଡିଏ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ବେହେରା ଥାନାରେ ଅଟକ। ଏହାପରେ ବିଧାୟକ ଓ ସମର୍ଥକଙ୍କୁ ଅଟକ ରଖାଯାଇଛି। ସେପଟେ ବାରିପଦା ସଦର ବିଧାୟକ ପ୍ରକାଶ ସୋରେନ…