ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ହଟିଲା ନିଲମ୍ବନ
ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇ ଜଣଙ୍କୁ ସସପେଣ୍ଡ କରାଯାଇଥିଲା । ଗତବର୍ଷ ଜୁଲାଇ ୧୫ ତାରିଖରେ ନିଲମ୍ବିତ ହୋଇଥିଲେ ମୋକିମ୍ ଓ ଚିରଞ୍ଜୀବ ।
ନୂଆ ପିସିସି ପ୍ରଭାରୀ ଡକ୍ଟର…