ପରଲୋକ ରେ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ୮୭ ବର୍ଷରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଘଟିଛି। ବଂଶୀଧର ୧୯୩୨ ମସିହା ନଭେମ୍ବର ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଉଦ୍ୟମରେ ୧୯୬୧ ମସିହାରେ କୋରାପୁଟ ଜିଲ୍ଲାରେ ରାଜ୍ୟର ସର୍ବ ବୃହତ ଫେରୋ ଆଲଏଜ୍…