ଓଡିଶା ଫେରୁଛନ୍ତି କି ବାବୁଶାନ୍ ?
ଓଡ଼ିଶା ଫେରୁଛନ୍ତି କି ବିବାଦ ଘେରରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ବାବୁଶାନ୍ ମହାନ୍ତି ? ଭାବୁଥିବେ ଏଭଳି ପ୍ରଶ୍ନ କ'ଣ ପାଇଁ ? କାରଣ ଗତ ଶନିବାର ଠାରୁ ତାଙ୍କ ଭିଡିଓ ଭାଇରଲ ହେଵା ପରଠାରୁ ସେ ଓଡ଼ିଶାରେ ହିଁ ନାହାନ୍ତି । ତେବେ ଓଡ଼ିଶାରେ ତାଙ୍କୁ ନେଇ ବହୁ ଚର୍ଚ୍ଚା…