ଭର୍ଚ୍ଚୁଆଲରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର
ମହାପଞ୍ଚକ ପାଇଁ ଚଳଚଞ୍ଚଳ ଆଠଗଡ଼ର ଧବଳେଶ୍ବର ପୀଠ । ରାତି ୩ଟାରୁ ପହଡ଼ ଖୋଲାଯାଇ ସ୍ନାନ ପରେ ମଙ୍ଗଳ ଆଳତୀ କରାଯାଇଥିଲା । ଏହା ପରେ ଖେଚୁଡ଼ି ଭୋଗ ଲାଗି କରାଯାଇ ଦ୍ବାର ଫିଟାଯାଇଛି ।
ଝୁଲା ପୋଲ ବିପଦଜ୍ଜନକ ଅବସ୍ଥାରେ ରହିଥିବାରୁ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁ ଯିବା ଉପରେ କଟକଣା…