ପୋଲିସ ଉପରେ ଆକ୍ରମଣ, ୪ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଓଡ଼ିଶା-ଝାଡ଼ଖଣ୍ଡ ସୀମା ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଜି ଚାରି ଜଣ ପୁଲିସ୍ ଆହତ ହୋଇଛନ୍ତି। ସମସ୍ତଙ୍କୁ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା କନଷ୍ଟେବଲ ଥିବା…