ବସ୍ରେ ଲାଗିଲା ନିଆଁ; ଜଳିଗଲେ ୨୦ ଜଣ
ଗୋଟିଏ ଯାତ୍ରୀବାହୀ ବସ୍ ଅନ୍ୟ ଏକ ଗାଡ଼ି ସହ ପିଟି ହେବାରୁ ବସରେ ନିଆଁ ଲାଗି୨୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଶୁକ୍ରବାର ରାତିରେ ନାଇଜେରିଆର ଇବାରପା ଅନ୍ତର୍ଗତ ଲାନଲେଟ୍ରେ ଘଟିଛି। ଆଜି ଏ ସମ୍ପର୍କରେ ପୁଲିସ ସୂଚନା ଦେଇଛି।
ଇବାରପା ଜିଲ୍ଲାର…