ଆସନ୍ତା ୨୧ରୁ ବିଧାନସଭା ଶୀତକାଳିନ ଅଧିବେଶନ ଆରମ୍ଭ
ବିଧାନସଭା ଶୀତକାଳିନ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ଏହା ହେଉଛି ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ । ଦିନ ୧୧ଟାରେ ଆରମ୍ଭ ହେବ ଶୀତକାଳିନ ଅଧିବେଶନ । ଶୀତକାଳିନ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି…