Browsing Tag

Assembly adjourned

ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ବିଧାନସଭା ଆରମ୍ଭରୁ ଗୃହ ମୁଲତବୀ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସୂଚନା ଅନୁସାରେ, ସମଗ୍ର ଦେଶରେ ନୂପୁର ଝଡ଼ ଥମିବା ନାଁ ଧରୁ ନ ଥିବା ବେଳେ ଓଡ଼ିଶା ବିଧାନସଭାରେ ବି ଦେଖାଦେଇଛି ଏହାର ପ୍ରଭାବ । ଆଜିଠୁ…