Browsing Tag

Ashish Vidyarthi gets married to Assam’s Rupali Barua at 60

୬୦ ବର୍ଷ ବୟସରେ ପୁଣିଥରେ ବିବାହ କଲେ ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ

ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ। ୬୦ ବର୍ଷ ବୟସରେ ସେ ଆସାମର ରୂପାଲୀ ବରୁଆଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅତି ନିକଟ ସମ୍ପର୍କୀୟ ଓ ପରିବାର ବର୍ଗଙ୍କ ଗହଣରେ ଗୁରୁବାର କୋଲକାତାର ଏକ କ୍ଲବ୍‌ରେ ଉଭୟଙ୍କର ବିବାହ ହୋଇଛି। ପରିଣତ ବୟସରେ ବି…