ଡ୍ରଗ୍ସ କାରବାର ସପ୍ଲାଏ କରି ABCD ଷ୍ଟାର କୋରିଓଗ୍ରାଫର କିଶୋର ସେଟ୍ଟୀ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହେଲାଣି। ତଥାପି ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ। କିନ୍ତୁ ଏହି ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ଆଡ଼କୁ ଗତି କରୁଛି। ଡ୍ରଗ୍ସ କାରବାରରେ ଏନ୍ସିବି ଟିମ୍ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ…