ପୋଲିସ ହାତରେ ଧରାପଡିଗଲେ ରସିକିଆ ଭୂଗୋଳ ସାର
ଭୂଗୋଳ ଶିକ୍ଷକଙ୍କ କଳା କାରନାମା । ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିଲେ । ପାର୍କ ବୁଲି ଯିବାକୁ ଓ ଏକୁଟିଆ ଘରକୁ ଆସିବାକୁ ବାଧ୍ୟ କରୁଥିଲେ । ଏପରିକି ପ୍ରେମ ନ କଲେ ପରୀକ୍ଷାରେ ଫେଲ୍ କରି ଦେବାକୁ ଧମକ ଦେଉଥିଲେ । ଏଭଳି ଜଣେ ରସିକିଆ ଶିକ୍ଷକଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ ।…