ଖାଦ୍ୟ ଖାଇଲାବେଳେ ଜଲଦି ଜଲଦି ଖାଉଛନ୍ତି କି ? ଦେଖାଯାଏ ଏହିସବୁ ସମସ୍ୟା
ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଅନେକ ରୋଗକୁ ଦୂର କରାଯାଇ ଥାଏ l କିନ୍ତୁ ଏହିସବୁ ଖାଦ୍ୟ କୁ ଠିକ ଭାବରେ ଖାଇବା ଜରୁରୀ l କିଛିଲୋକ ସବୁବେଳେ ତରବରିଆ ଭାବରେ ୫ରୁ ୧୦ ମିନିଟ ମଧ୍ୟରେ ନିଜର ଭୋଜନ ସମାପ୍ତି କରି ଥାଆନ୍ତି l ଆମେ ମଧ୍ୟ ନିଜ ପରିବାର ରେ ଏଭଳି ଅନେକ ଲୋକଙ୍କୁ ଦେଖିଥାଉ ଯେଉଁମାନେ ଖୁବ…