Browsing Tag

Aparajita appeal

ଅପରାଜିତାଙ୍କ ନିବେଦନ; ଆମକୁ ଏକୁଟିଆ ଛାଡନ୍ତୁ

ବାବୁଶାନ-ପ୍ରକୃତି-ତୃପ୍ତି ବିବାଦରେ ଏ ଯାଏଁ ପୂର୍ଣ୍ଣଚ୍ଛେଦ ପଡିନାହିଁ । ବେଶ୍ କିଛି ଦିନ ହେବ ଏହି ଘଟଣା ରାଜ୍ୟରେ ଚର୍ଚ୍ଚାରେ ରହିଛି । ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ବହୁଚର୍ଚ୍ଚିତ ଷ୍ଟାର ବିବାଦ ମାମଲାର ଟିକିନିକ୍ ଖବର ଦେବାକୁ ବାବୁଶାନଙ୍କ ଘର ଆଗରେ ଗହଳି ଜମାଉଛନ୍ତି । ଯାହାକୁ…

ଅପରାଜିତାଙ୍କ ଅପିଲ; ୨ଦିନ ପରେ ମନ କଥା କହିବେ

ବହୁ ବାଦବିବାଦ ପରେ ଶେଷରେ ଆଜି ଓଲିଉଡ୍ ଅଭିନେତା ବାବୁଶାନ ମହାନ୍ତି ଘରକୁ ଫେରିଛନ୍ତି । ୩ ଦିନ ଧରି ସେ ଚେନ୍ନାଇରେ ଥିଲେ । ଦମନ ଫିଲ୍ମର ପ୍ରମୋସନ କରିବାକୁ ଚେନ୍ନାଇ ଯାଇଥିଲେ । ପୁଅ ଫେରିବା ପରେ ପ୍ରତିକ୍ରିୟା ଦେଇଛନ୍ତି ମା' ଅପରାଜିତା ମହାନ୍ତି । ତାଙ୍କ ପୁଅ ବାବୁଶାନ ଘରକୁ…