Browsing Tag

And another infection from China has shocked the world

ପୁଣି ବିଶ୍ୱକୁ ଡ଼ରାଇଲାଣି ଚୀନର ଆଉ ଏକ ସଂକ୍ରମଣ, ଶହ ଶହ ସ୍କୁଲ ପିଲାଙ୍କୁ ବ୍ୟାପୁଥିବା ସୂଚନା

ଚୀନରୁ ଜାତ କୋଭିଡ ସାରା ବିଶ୍ବକୁ ଧ୍ବସ୍ତବିଧ୍ବସ୍ତ କରିଥିବା ବେଳେ ଏବେ ଆଉ ଏକ ବିପଦ ଚିନ୍ତାର କାରଣ ହୋଇଛି । ଦେଶର ବହୁ ସ୍କୁଲରେ ନିମୋନିଆ ପରି ଏକ ସଂକ୍ରମଣ ବ୍ଯାପିବାରେ ଲାଗିଛି । ଦେଶରେ କୋଭିଡ ସଂକ୍ରମଣ ବିପଦ ନଟଳୁଣୁ ସନ୍ଦିଗ୍ଧ ନିମୋନିଆ ବିପଦ ଚିନ୍ତାର କାରଣ ହୋଇଛି । ସନ୍ଦିଗ୍ଧ…