୨ ଟଙ୍କା ବଢ଼ିଲା କ୍ଷୀରର ମୂଲ୍ୟ
ଗୋଟିଏ ପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶଛୁଆଁ ରହିଥିବା ବେଳେ ପୁଣି ବଢ଼ିଛି କ୍ଷୀରର ମୂଲ୍ୟ । ଏହା ସାଧାରଣ ଖାଉଟିଙ୍କ ପାଇଁ ମୁଣ୍ଡର ଚଡ଼କ ସଦୃଶ। ଦେଶର ସବୁଠୁ ବଡ଼ ଡାଏରୀ ବ୍ରାଣ୍ଡ ଅମୂଲ ଏବଂ ମଦର ଡାଏରୀ କ୍ଷୀର ଦାମ ପ୍ରତି ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛନ୍ତି । ଆସନ୍ତାକାଲିଠାରୁ…