ପୁଣି ହସ୍ପିଟାଲ ରେ ଭର୍ତ୍ତି ହେଲେ ଅମିତ ଶାହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଥରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଏମ୍ସ ରେ ଭର୍ତ୍ତି ହୋଇଛନ୍ତି । ନିକଟରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ଚିକିତ୍ସା ପରେ ତାଙ୍କର ଦେହ ସୁସ୍ଥ ହୋଇଥିଲା । ସୁସ୍ଥ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ…