Browsing Tag

Amid death threats

ବାରମ୍ବାର ହତ୍ୟା ଧମକ ପରେ ବୁଲେଟ୍ ପ୍ରୁଫ୍ ଗାଡ଼ି କିଣିଲେ ବଲିଉଡର ଭାଇଜାନ୍

କିଛି ଦିନ ହେଲା ବଲିଉଡର ଭାଇଜାନ୍ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି । ଏହାକୁ ନେଇ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏବେ ନିଜର ସୁରକ୍ଷା ପାଇଁ ସଲମାନ ବିଦେଶରୁ ଏକ ବୁଲେଟ୍ ପ୍ରୁଫ୍ ଗାଡ଼ି କିଣିଛନ୍ତି । କାରଟି ହେଲା ନିଶାନ ପେଟ୍ରୋଲ ଏସୟୁଭି । ଭାରତ ବଜାରରେ…