ବୋହୂ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ : ଶଶିଭୂଷଣ
ବୋହୂ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ଶଶିଭୂଷଣ ବେହେରା । ଏଭଳି ଅଭିଯୋଗରେ ସେ ମର୍ମାହତ ଓ ଦୁଃଖିତ ବୋଲି କହିଛନ୍ତି ଶଶିଭୂଷଣ । ଯୌତୁକ ଦାବି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ତେବେ ବିବାହର ଦୁଇ ବର୍ଷ ପରେ ଏପରି ଅଭିଯୋଗ ଆଣିବା ଆଶ୍ଚର୍ଯ୍ୟ କରିଛି ।
ବୋହୂ…