Browsing Tag

All cases of lying in the name of women will be quashed: Deputy Chief Minister prabhati Parida

ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା ସବୁକୁ ରଦ୍ଦ କରାଯିବ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା ସବୁକୁ ରଦ୍ଦ କରାଯିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗର ବଡ଼ ପଦକ୍ଷେପ । ଛୋଟ ଛୋଟ ଘଟଣାରେ ମହିଳାଙ୍କ ଉପରେ ୩୫୪, ୩୭୬ ଭଳି ଦଫା ଲାଗିବା ଠିକ ନୁହେଁ । ଏଭଳି ମିଛ କଥାରେ ସଙ୍ଗିନ ଦଫା ଲାଗୁଥିବାରୁ ଗୃହ ବିଭାଗକୁ ଚିଠି ଲେଖି ଅବଗତ କରାଇଲେ…