ତାମିଲନାଡ଼ୁରେ ବିଷାକ୍ତ ମଦ ମୃତ୍ୟୁ ୨୦କୁ ବୃଦ୍ଧି; ସରକାରଙ୍କୁ ନୋଟିସ୍ ଜାରି କଲେ ମାନବାଧିକାର କମିଶନ
ତାମିଲନାଡ଼ୁରେ ବଢ଼ୁଛି ମଦମୃତ୍ୟୁ ସଂଖ୍ୟା । ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୨୦ଜଣ ପ୍ରାଣ ହରାଇଲେଣି । ବିଲ୍ଲୁପୁରମ୍ ଓ ଚେଙ୍ଗାଲପଟ୍ଟୁ ଜିଲ୍ଲାରେ ମଦମୃତ୍ୟୁ ସଂଖ୍ୟା ବଢ଼ୁଛି । ବିଲ୍ଲୁପୁରମ୍ ଜିଲ୍ଲାରେ ୧୩ଜଣଙ୍କ ଜୀବନ ଯାଇଥିବା ବେଳେ ଚେଙ୍ଗାଲପଟ୍ଟୁରେ ୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି…