Browsing Tag

Album heroin Deepa Sahu passed away

ଆଲବମ ନାୟିକା ଦୀପା ସାହୁଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଲବମ ନାୟିକା ଦୀପା ସାହୁଙ୍କ ପରଲୋକ । ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ । ବିଗତ ଏକ ମାସ ହେବ ଦୀପାଙ୍କ ଅବସ୍ଥା ଖରାପ ଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଲବମରେ ଓଡ଼ିଆ ଫିଲ୍ମ…