ବୀମାନ ଯାତ୍ରୀ ମୃତ; ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ଫ୍ଲାଇଟ୍
ଓଡ଼ିଶାଫାଷ୍ଟ(ବ୍ୟୁରୋ): ଜଣେ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ଖରାପହେବାରୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ଫ୍ଲାଇଟ୍। ବେଙ୍ଗାଳୁରୁରୁ କୋଲକାତା ଯାଉଥିବା ବେଳେ ଏୟାରଏସିଆ ଫ୍ଲାଇଟ୍ ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ଯାତ୍ରା କରୁଥିବା ଜଣେ…