ପଦ୍ମ ଛାଡି ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଏହା ପରେ ଶଙ୍ଖ ଭବନରେ ପହଞ୍ଚି ସେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳ ସହ ସାମିଲ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଲେଖାଶ୍ରୀ । ଭାରତୀୟ…