ସ୍ତ୍ରୀକୁ ହତ୍ୟା କରି କଟାମୁଣ୍ଡ ଧରି ଘରକୁ ଫେରିଲା ସ୍ୱାମୀ
ଗଜପତିର କାଶୀନଗର ଅଞ୍ଚଳରେ ଛାତିଥରା ଘଟଣା । ପାରିବାରିକ କଳହକୁ ନେଇ ନୃଶଂସ ପାଲଟିଗଲା ସ୍ବାମୀ ।
ଯେଉଁ ସିନ୍ଥିରେ ସିନ୍ଦୁର ଭରି ସାତ ଜନ୍ମ ସାଥି ହୋଇ ରହିବାକୁ ମିଠା ମିଠା ପ୍ରତିଶୃତି ଦେଇଥିଲା । ସେହି ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସଇତାନ ସ୍ବାମୀ । ପରେ କଟାମୁଣ୍ଡକୁ ଧରି ଘରକୁ…