Browsing Tag

After 2 long years

ଦୀର୍ଘ ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ଶୁଭେଛୁମାନେ

ବହୁ ବର୍ଷ ପରେ ଏଥର ନବୀନ ନିବାସ ନୂଆ ବର୍ଷ ପାଇଁ ଖୋଲିଛି। କାରଣ ଗତ ଦୁଇ ବର୍ଷ ଧରି କରୋନା ପାଇଁ ବନ୍ଦ ଥିଲା। ସେହିପରି ଅନ୍ୟ ବର୍ଷଗୁଡିକରେ ମଧ୍ୟ ବିଭିନ୍ନ କାରଣ ପାଇଁ ଶୁଭେଚ୍ଛୁମାନେ ନବୀନଙ୍କୁ ଅଭିନନ୍ଦନ ଜଣାଇ ପାରୁ ନ ଥିଲେ। ହେଲେ ଏଥର କୌଣସି କାରଣ ନ ଥିବାରୁ ନବୀନ ନିବାସକୁ…