କ୍ଷମା ମାଗିଲେ ଆଦିପୁରୁଷ ଲେଖକ ମନୋଜ ମୁନ୍ତସିର
ଶେଷରେ ମାଗିଲେ କ୍ଷମା । ବିବାଦ, ସମାଲୋଚନା ବଢ଼ିବା ପରେ କ୍ଷମା ମାଗିଲେ । ଚାରିଆଡ଼ୁ ବିବାଦ, ସମାଲୋଚନା ବଢ଼ିବା ପରେ ଶେଷରେ କ୍ଷମା ମାଗିଛନ୍ତି ଆଦିପୁରୁଷ ଲେଖକ ମନୋଜ ମୁନ୍ତସିର ଶୁକ୍ଲା । ଆଜି ଟ୍ୱିଟ କରି ଏନେଇ କ୍ଷମା ମାଗିଛନ୍ତି ମନୋଜ । ଆଦିପୁରୁଷ ଯୋଗୁଁ ଜନ ଭାବନାକୁ ଆଘାତ ପହଞ୍ଚିଛି,…