Browsing Tag

adhar and post card

ଖାମ ଖିଆଲ ଡାକ ବିଭାଗ: ପୋଲ ତଳେ ପଡ଼ିଛି ଶତାଧିକ ଆଧାର କାର୍ଡ ଓ ପୋଷ୍ଟାଲ କାଗଜପତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଆମ୍ବଗାଁ ପୋଲ ତଳେ ଅଦରକାରୀ ଭାବେ ପୋଲ ତଳେ ପଡିଛି ଶତାଧିକ ଆଧାର କାର୍ଡ ଓ ପୋଷ୍ଟାଲ କାଗଜପତ୍ର । ଆମ୍ବଗାଁ ଲୋକେ ଏହି କାଗଜପତ୍ରକୁ ଉଦ୍ଧାର କରିଥିବାବେଳେ ଏହା ବଣାଇ ଅନ୍ତର୍ଗତ ବଡଗୋଗୁଆ ଗ୍ରାମବାସୀଙ୍କ ବୋଲି…