ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର
ଭିଜିଲାନ୍ସ ପଞ୍ଝାରେ ପଡିଲେ ଅତିରିକ୍ତ ତହସିଲଦାର। ମହାନଦୀ ବାଲିଘାଟରୁ ବାଲି ଚାଲାଣ ହେଉଥିବା ଏକ ହାଇଓ୍ୱା ଗାଡ଼ିକୁ ଛାଡିବା ପାଇଁ ଲାଞ୍ଚ ନେଉଥିବା ବେଳେ ବନମାଳ ପରିଡ଼ାଙ୍କୁ ମାଡ଼ି ବସିଲା ନୟାଗଡ଼ ଭିଜିଲାନ୍ସ ଟିମ୍। ଘଟଣାସ୍ଥଳରେ ଜବତ କଲେ ୩ ହଜାର ଟଙ୍କା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…