ବିଜେଡି ଛାଡ଼ିଲେ ଅରିନ୍ଦମ ରାୟ
ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ । ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦ ଛାଡିଲେ ଅରିନ୍ଦମ । ଇସ୍ତଫା ନେଇ ବିଜେଡି ସୁପ୍ରିମୋଙ୍କୁ ଲେଖିଲେ ଚିଠି । ଫେସବୁକ ପେଜରେ ଚିଠି ସେୟାର କରିଛନ୍ତି ଅରିନ୍ଦମ । ପୂର୍ବରୁ ଅରିନ୍ଦମଙ୍କ ରାଜନୈତିକ ଗତି ନେଇ ଚର୍ଚ୍ଚା ଲାଗି ରହିଥିଲା । ବିଜେପି…